୨୧ ନଭେମ୍ବର ୨୦୨୨ରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ଖବର କାଗଜ
- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
୨୧ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର
୨୧ ନଭେମ୍ବର ୨୦୨୨ରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ଖବର କାଗଜ
https://todaynewspapers-alledition.blogspot.com/2022/11/blog-post_20.html
୧-ଏକ ସଂକ୍ଷିପ୍ତ ତଥା ରଙ୍ଗାରଙ୍ଗ ଉତ୍ସବ ସହ ଚଳିତ ଫିଫା ଫୁଟ୍ବଲ କପ୍ ରବିବାର ଉଦ୍ଘାଟିତ ହୋଇଯାଇଛି । ଚିତ୍ତାକର୍ଷକ ଆଲୋକମାଳା, ଶ୍ରୁତିମଧୁର ସଂଗୀତ ଓ ଆକର୍ଷଣୀୟ ନୃତ୍ୟ ଏବଂ ଆତସବାଜି ପ୍ରଦର୍ଶନ ଏହି ଉଦ୍ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା।
୨-ରବିବାର ଫିଫା ଫୁଟ୍ବଲ ବିଶ୍ବକପ୍ର ବିଗୁଲ୍ ବାଜିଛି। ଏହାର ଉଦ୍ଘାଟନୀ ମ୍ୟାଚ୍ରେ ଆୟୋଜକ କାତାରକୁ ୨-୦ ଗୋଲ୍ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇେକ୍ବଡର ।
୩-ଟାର୍ଗେଟ ହେବା ଭୟରେ, ବିଚାରପତିମାନେ ଜାମିନ ପ୍ରଦାନ କରୁନାହାଁନ୍ତି’- ମୁଖ୍ୟ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୂଡ଼ ।
୪-ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ: ୭୯ ରୁ ଅଧିକ ଦେଶର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।
୫-ରଂଗାରଂଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା ଫୁଟବଲ୍ ବିଶ୍ବକପ୍, କ୍ରୀଡ଼ାପ୍ରେମୀଙ୍କ ମନମୋହିଲେ କଳାକାର
୬-କିଡନୀ ରୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ପସନ୍ଦର ଔଷଧ ଯୋଗାଇବା ସମ୍ଭବ ନୁହେଁ:ମୁଖ୍ୟ ଶାସନ ସଚିବ ।
୭-ମହଁଗା ହେଲା କ୍ଷୀର – ମଦର ଡାଏରୀ ବଢ଼ାଇଲା ଦର : ଏବେ ଲିଟର ପିଛା ୬୪ ଟଙ୍କା, ଚତୁର୍ଥ ଥର ପାଇଁ ମୂଲ୍ୟ ବୃଦ୍ଧି ।
୮-ଶ୍ରଦ୍ଧା ଓ୍ବାଲକର ହତ୍ୟା ଘଟଣା; ମୈଦାନଗଢି ପୋଖରୀରୁ ପାଣି ଶୁଖାଇ ପୋଲିସର ଛାନବିନ୍, ମୁଣ୍ଡ ପଡ଼ିଥିବା ସୂଚନା ।
୯-ଫାରୁକ୍ ଅବଦୁଲ୍ଲାଙ୍କ ବଡ ବୟାନ: ‘ରାମ କେବଳ ହିନ୍ଦୁ ନୁହଁନ୍ତି ସମଗ୍ର ଜଗତର ପ୍ରଭୁ ଅଟନ୍ତି’ ।
୧୦-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଫଳତାର ସହ ସଂପନ୍ନ
୧୧-ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ଘଟଣାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୨ଜଣଙ୍କୁ ସମନ ଜାରି କରାଯାଇଥିବା ସୂଚନା ।
୧୨-ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ବଳରେ ଭାରତର ବଡ଼ ବିଜୟ.. ଦ୍ବିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬୫ରନରେ ହରାଇଲା ଭାରତ ।
୧୩-ସୋସିଆଲ ମିଡିଆରେ ସକ୍ରିୟ ‘ନକଲି ଆର୍ଥିକ ଗୁରୁ’, ଭୁଲ ବିନିଯୋଗ ପରାମର୍ଶ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ SEBI ।
୧୪-ଆମେରିକାର ସମଲିଙ୍ଗୀ କ୍ଲବରେ ଆଖିବୁଜା ଗୁଳିମାଡ, ୫ ଜଣଙ୍କର ମୃତ୍ୟୁ ।
୧୫-ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ୩ଟି ତ୍ରୈମାସିକ ପରୀକ୍ଷା ଓ ଗୋଟିଏ ବର୍ଷ ଶେଷ ପରୀକ୍ଷା ଦେବାକୁ ପଡ଼ିବ। ପ୍ରତି ତ୍ରୈମାସିକ ପରୀକ୍ଷା ୩୦ ମାର୍କ ବିଶିଷ୍ଟ ରହିବ ଏବଂ ୪୫ ମିନିଟ୍ ଧରି ଚାଲିବ।
୧୬-ପଦ୍ମପୁର ଉପନିର୍ବାଚନ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି ।
୧୭-ଡିମାଟ୍ ଖାତା ସଂଖ୍ୟା ୧୦.୪ କୋଟି ଟପିଲା ।
୧୮-ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଖୁସି ଖବର: ସୁରତରେ ଖୋଲିବ ସହାୟକ କେନ୍ଦ୍ର, ସାଂସ୍କୃତିକ ଭବନ ।
୧୯-ଆଜିଠୁ ପ୍ରାକ୍ ବଜେଟ୍ ଆଲୋଚନା: ଆୟକର ହ୍ରାସ ପାଇଁ ପ୍ରସ୍ତାବ ଦେଲା ସିଆଇଆଇ।
୨୦-ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ଛାତ୍ରୀ ଅସଦାଚରଣ ଘଟଣା, ପରୀକ୍ଷା କାର୍ଯ୍ୟରୁ ୨ ପ୍ରାଧ୍ୟାପକଙ୍କୁ ଅବ୍ୟାହତି।
୨୧-ଇପିଏଫ୍ଓରେ ଯୋଡ଼ିହେଲେ ୧୬.୮୨ ଲକ୍ଷ ନୂଆ ସଦସ୍ୟ ।
୨୨-ଟ୍ବିଟରର ନୂଆ ମାଲିକ ଏଲନ୍ ମସ୍କ କଂପାନିରେ ଆଉ କିଛି କର୍ମଚାରୀଙ୍କୁ ଛଟେଇ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥର ସେଲ୍ସ ବିଭାଗରେ କାମ କରୁଥିବା କର୍ମଚାରୀଙ୍କୁ ଛଟେଇ କରାଯିବ।
୨୩-ମୁସଲିମ ନାବାଳିକାକୁ ବିବାହ କଲେ ପୋକ୍ସୋ ଆଇନ ଲାଗୁ ହୋଇ ପାରିବ କେରଳ ହାଇକୋର୍ଟ
୨୪-ମଧ୍ୟ ପ୍ରଦେଶରେ ଅନ୍ ଲାଇନ ଗେମିଂ ବନ୍ଦ
୨୫-ଏନ୍ କାଉଣ୍ଟରରେ ହାଇବ୍ରିଡ ଆତଙ୍କବାଦୀ ନିପାତ
୨୬-ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ
୨୭-୧୨୦ ଜଣ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା
୨୧- ନଭେମ୍ବର ୨୦୨୨ରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ଖବର କାଗଜ
https://todaynewspapers-alledition.blogspot.com/2022/11/blog-post_20.html
- Get link
- X
- Other Apps
Comments
Post a Comment